Latest Odisha News
Browsing Tag

Health Camp

ମାଲକାନଗିରି ତୁଳସୀ ପାହାଡରେ ଡାକ୍ତରୀ ଟିମ୍, ଲୋକଙ୍କୁ ଦିଆଗଲା କରୋନା ଟିକା

ମାଲକାନଗିରି : ମାଓ ଉପଦ୍ରୁତ ମାଲକାନଗିରିର ଅପହଞ୍ଚ ଅଞ୍ଚଳରେ ଦିଆଗଲା କରୋନା ଟିକା । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ଶିବିର କରି ଦିଆଯାଇଛି ମାଗଣା ଔଷଧ । ଏହାସହ ଶହେ ଜଣଙ୍କୁ ଦିଆଯାଇଛି କରୋନା ଟିକା । ତୁଳସୀ ପାହାଡ଼ରେ ୨୦ ଜଣିଆ ଡାକ୍ତରୀ ଦଳ ସ୍ବାସ୍ଥ୍ୟସେବା ଯୋଗାଇ ଫେରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ଯାଜପୁର : ଆଜି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପଣସା ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଥିଲେ। ଏହି ଶିବିର ରେ ଆଖପାଖ…