ଉତ୍ତରାଖଣ୍ଡରେ ରହିଛି ଦେଶର ସବୁଠାରୁ ଉଚ୍ଚତମ ହର୍ବାଲ୍ ଉଦ୍ୟାନ
ଡେରାଡୁନ୍: ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତର ସର୍ବୋଚ୍ଚ ହର୍ବାଲ ପାର୍କକୁ ଶନିବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ଉଦଘାଟନ କରାଯାଇଛି।
ବିଭିନ୍ନ ଔଷଧୀୟ ତଥା ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଲ୍ପାଇନ୍ ପ୍ରଜାତି ସଂରକ୍ଷଣ କରିବା…