Latest Odisha News

BREAKING NEWS

Browsing Tag

Himachal pradesh election

ଗୁଜରାଟରେ ବିଜେପିକୁ ୧୫୬, ହିମାଚଳରେ କଂଗ୍ରେସକୁ ୪୦

ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି  । ରାଜ୍ୟରେ   ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି ।   ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ଗୁଜରାଟରେ  ଆପକୁ ମିିଳିଛି ବଡ ସଫଳତା । …

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର

ମତଦାନ କେନ୍ଦ୍ର ପୁଣି ଏତେ ଉପରେ ! ମାନେ  ୧୫ ହଜାର ଫୁଟ ଉପରେ ମତଦାନ କେନ୍ଦ୍ର !  ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ,  ଏତେ ଉଚ୍ଚତାକୁ ଯାଇ କିଏ ଦେଉଥିବ ଭୋଟ ?   କେତେ ଭୋଟର ମତ ସାବ୍ୟସ୍ତ କରୁଥିବେ ଏଇ କେନ୍ଦ୍ରରେ ? ଦେଶର ସବୁଠାରୁ ଉଚ୍ଚ ମତଦାନ କେନ୍ଦ୍ର  ରହିଛି ହିମାଚଳ ପ୍ରଦେଶର…