Latest Odisha News

BREAKING NEWS

Browsing Tag

Home guard Injured

ବାଇକ ଚାଳକଙ୍କ ଛୁରା ମାଡ଼ରେ ମହିଳା ହୋମଗାର୍ଡ଼ ଗୁରୁତର

ରାୟଗଡ଼ା: ମହିଳା ହୋମଗାର୍ଡ଼ଙ୍କୁ ଛୁରା ମାଡ଼ । ରାୟଗଡ଼ା ଜିଲ୍ଲା ଜେକେପୁରରେ ଘଟିଛି ଏହିଭଳି ଘଟଣା । ଜଣେ ଯୁବକ ହୋମଗାର୍ଡ଼ ରୀନା ବିଡ଼ିକାଙ୍କୁ ଛୁରା ମାରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କନେଷ୍ଟବଳ ରୀନାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି…