Latest Odisha News

BREAKING NEWS

Browsing Tag

hospital premises

କେବୁଲ ତାରରେ ଛନ୍ଦି ହୋଇ ରୋଗୀଙ୍କ ଜୀବନ ଗଲା

ନୀଳଗିରି: ଅସୁସ୍ଥ ହୋଇ ମେଡିକାଲ ଆସିଥିଲେ ଜଣେ ବ୍ଯକ୍ତି। ହେଲେ ସୁସ୍ଥ ହୋଇ ଘରକୁ ଫେରିବା ପରିବର୍ତ୍ତେ ମେଡିକାଲ ପରିସରରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ଜୀବନ ଗଲା। ଏଭଳି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ମେଡିକାଲରେ। ମୃତକ ଜଣକ ଆମ୍ବଝର ଗାଁ ର କରଣ ସିଂ ବୋଲି ଜଣାପଡିଛି ।…