Latest Odisha News

BREAKING NEWS

Browsing Tag

hospitalized

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅସୁସ୍ଥତା କାରଣରୁ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା…

ସମୟ ସ୍ରୋତରେ ମୁସାରଫ୍ ନିସ୍ତେଜ: ବୋଲ ମାନୁନି ନିଜ ଅଙ୍ଗ

ଲାହୋର: ଦିନେ ପାକିସ୍ତାନର ଅଖଣ୍ଡ କ୍ଷମତାର ଅଧିକାରୀ ଥିବା  ପୂର୍ବତନ ରାଷ୍ଟ୍ରପତି ତଥା ଜେନେରାଲ ପରଭେଜ ମୁଶାରଫ ଏବେ ଅସହାୟ । ଏପରିକି ତାଙ୍କ ନିଜ ଅଙ୍ଗ ଆଉ ନିଜ ବୋଲ ମାନୁନି । ଶଯ୍ୟାରୁ ଉଠିପାରୁନାହାଁନ୍ତି ମୁସାରଫ । ଗତ କିଛି ଦିନହେଲା ସେ ରୋଗଶଯ୍ୟାରେ ପଡ଼ିଥିବା ତାଙ୍କ ପରିବାର…

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…