ରାଜ୍ୟରେ ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼
ଭୁବନେଶ୍ୱର: ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି । କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର ।
୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ । ପ୍ରାୟ…