Latest Odisha News

BREAKING NEWS

ରାଜ୍ୟରେ ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼

ଭୁବନେଶ୍ୱର: ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର । ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ଼ ହୋଇଛି । କରୋନା ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ଼ କରିଛନ୍ତି ସରକାର ।

୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ । ପ୍ରାୟ ୧୭, ୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହୋଇଛି । ତେବେ କରୋନା  କାଳରେ ହଷ୍ଟେଲରେ ପିଲାମାନେ ରହିନଥିଲେ ତେଣୁ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.