କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ
ନୂଆଦିଲ୍ଲୀ : କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ । ଏହା କହିଛନ୍ତି, କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି- ଲୋକଙ୍କ ଭିତରେ ରାଗ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ…