ଲକ୍-ଡାଉନ୍: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !
ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି ।
ସାରା ଦେଶରେ ଲକ୍-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…