Latest Odisha News

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ: ମୟୁରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ସାଙ୍ଗକୁ ଏହାର ଅଧିକ ପ୍ରଚାର ପ୍ରସାର ସକାଶେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମହୁରୀ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଗତ ୨୨ ତାରିଖ କାର୍ମଶାଳାରେ ଗତ ୪ ଦିନ ଧରି ବାରିପଦା ସହର ସମେତ ସଦର…

କରୋନା ପାଇଁ ବିବାହ ଘୁଂଚାଇଲେ କନେଷ୍ଟବଳ !

ବାରିପଦା: କରୋନା ଲଢେଇରେ ନିୟୋଜିତ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜ ବିବାହକୁ ଘୁଂଚାଇଦେଇଛନ୍ତି । ଏଭଳି ଏକ ଘଟଣା ମୟୁରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସାମ୍ନାକୁ ଆସିଥିଲାବେଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରିପଦା ଟାଉନରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ…

କରୋନା ମୁକାବିଲା; ବଡମା’ଙ୍କ ଅନ୍ତିମ ଦର୍ଶନ କରିପାରିଲେନି ପୋଲିସ ଅଧିକାରୀ !

ମୟୂରଭଞ୍ଜ: କରୋନୋ ମହାମାରୀରେ ନିଜ କର୍ତ୍ତବ୍ୟକୁ ଆଦରି ବଡମା’ଙ୍କ ଶେଷ ଦର୍ଶନକୁ ତ୍ୟାଗ କଲେ । ନିଜ ଦେଶ ତଥା ରାଜ୍ୟ ପ୍ରତି ଏଭଳି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ ମୟୂରଭଞ୍ଜର ଜଣେ ସୁଦକ୍ଷ ପୋଲିସ ଅଧିକାରୀ । ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ।…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

ହ୍ୱାଟ୍ସଆପ୍‌ରେ କରିବେ ଅର୍ଡର୍ , ଘରେ ପହଂଚିବ ପନିପରିବା !

ବାରିପଦା: ସମଗ୍ର ରାଜ୍ୟରେ ଲକ୍‌-ଡାଉନ୍ ର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ହଇରାଣ ହେଉଥିବାବେଳେ ବାରିପଦାରେ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ । ଫୋନ୍‌ରେ ଅର୍ଡର୍ କରିବେ ଘରେ ପହଂଚିବ ପନିପରିବା । ସାମାଜିକ ଦୂରତାକୁ ମାପକାଠି କରି ଏକ ଘରୋଇ ସଂସ୍ଥା…

କରୋନା ଲଢେଇରେ ସୁଶ୍ରୀ ନିରୁପମା: ମାଗଣାରେ ବାଣ୍ଟି ଚାଲିଛନ୍ତି ମାସ୍କ !

ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି  ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ…

ହାରି ନାହାନ୍ତି ହୀରାମଣି…

ବାରିପଦା: ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କର ଆସନ ବହୁ ଉଚ୍ଚରେ । ସଂପ୍ରତି ନାରୀ ଆଉ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ…