ସଡ଼କ ଦୁର୍ଘଟଣା ରେକର୍ଡ ପାଇଁ ପୋଲିସଙ୍କୁ ମିଳିଲା ଟ୍ୟାବ୍
ଭୁବନେଶ୍ୱର: ରାଜ୍ୟରେ ହେଉଥିବା ମୋଟରଯାନ ଦୁର୍ଘଟଣାର ରହିବ ଟିକିନିକି ରେକର୍ଡ । ଖାତା କଲମ ନୁହେଁ, ଡିଜିଟାଲ ରେକର୍ଡ ରହିବ । ସବୁ ଦୁର୍ଘଟଣାର ରେକର୍ଡ ରଖିବା ପାଇଁ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ ମିଳିତ ଭାବେ କାମ କରିବେ ।
ଇଣ୍ଟିଗ୍ରେଟେଡ୍ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଅଧୀନରେ…