ପାରାଦୀପରେ ଇଲିସ ଅଭାବ; କୂଳକୁ ଆସୁନାହାନ୍ତି ମାଛ
ପାରାଦୀପ: ବର୍ଷା ହେଉଛି, ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି। ହେଲେ ପାରାଦ୍ଵୀପକୁ ଆସୁନାହାନ୍ତି ଇଲିସି । ସୁଆଦିଆ ଇଲିସି ମାଛ ପାଇଁ ବାଧକ ସାଜୁଛି ଗୋଳିଆ ବଢ଼ି ପାଣି। କୂଳକୁ ଆସୁନାହାନ୍ତି ଇଲିସି । ଇଲିସି ଅଭାବ ଯୋଗୁଁ ବଜାରରେ ଦର ବି ଉଞ୍ଚା । ହତାଶ ହେଉଛନ୍ତି ଖାଉଟି।
ମାଛ…