Latest Odisha News

BREAKING NEWS

Browsing Tag

ILS

କେତେ ଘାତକ ଡେଲଟା ପ୍ଲସ ? ଗୁରୁତ୍ୱପୂର୍ଣ୍ଣ କଥା କହିଲେ ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ଏବେ ଡେଲଟା ପ୍ଲସ ଭାରିଆଣ୍ଟକୁ ନେି ଚର୍ଚ୍ଚା । ଓଡ଼ିଶାରୁ ଗୋଟିଏ କେସ୍ ଚିହ୍ନଟ ପରେ ଲୋକଙ୍କ ଭିତରେ ଆଶଙ୍କା ବଢ଼ିଛି । ନୂଆ ଭାଇରସ୍ କେତେ ମାରାତ୍ମକ । ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲଟା ପ୍ଲସ୍…

ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍‌ର ଅଭାବ…

ଫେବ୍ରୁଆରୀରେ ଆସିପାରେ କରୋନା ଟିକା

ଭୁବନେଶ୍ୱର: ଆସନ୍ତା ୨୦୨୧ ଫେବ୍ରୁଆରୀ ସୁଦ୍ଧା ଆସିପାରେ କୋଭିଡ-୧୯ ଟିକା । ଆନିମଲ ଉପରେ ଭ୍ୟାକସିନ ଟ୍ରାଏଲ ସଫଳତା ହେବା ପରେ ୩୧୫ ଜଣ ମଣିଷ ଉପରେ ଟ୍ରାଏଲ କରାଯାଉଛି । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡେ ଟ୍ରାଏଲ ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।…

୧୦ଟି କମ୍ପାନୀର କରୋନା ଔଷଧ ପରୀକ୍ଷା କରିବ ILS

ଭୁୁବନେଶ୍ୱର: ଓଡିଶାରେ ୧୦ କରୋନା ଔଷଧର ପରୀକ୍ଷା ହେବ । ଦେଶର ୧୦ଟି କମ୍ପାନୀର କୋଭିଡ୍ ଔଷଧ ପରୀକ୍ଷା କରିବ ILS । ଔଷଧ ଆକ୍ରାନ୍ତଙ୍କଠାରେ କିଭଳି କାମ କରୁଛି ସେନେଇ ପରୀକ୍ଷା କରାଯିବ । ଏଲୋପାଥି, ହୋମିଓପାଥି, ଆୟୁର୍ବେଦିକ ଔଷଧର ପରୀକ୍ଷା ହେବ । ଭୁବନେଶ୍ବର ILS ପରୀକ୍ଷାଗାରରେ ହେବ…