Latest Odisha News

BREAKING NEWS

Browsing Tag

In Dhenkanal

ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ, ୪ଗିରଫ

ଢେଙ୍କାନାଳ: ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାର ମିଲ୍‌ ନିକଟରୁ ୩୪ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । କନ୍ଧମାଳରୁ ଭୁବନେଶ୍ୱର ଦେଇ କୋଲକାତା ହେଉଥିଲା ଗଞ୍ଜେଇ ଚାଲାଣ । ବିଶେଷ ସୁତ୍ରରୁ ସୂଚନା ପାଇ ବୁଧବାର…

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।  ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର…

ଢେଙ୍କାନାଳରେ କୃଷି ବିଲ୍ ତାତି : ଏନଏଚ-୫୫ ଅବରୋଧ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ଢେଙ୍କାନାଳ: ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା । ନୂତନ କୃଷି ବିଲ୍…