Latest Odisha News

BREAKING NEWS

Browsing Tag

india

ଭାରତ ଓ ପାକିସ୍ତାନ ଦୂର ସମ୍ପର୍କୀୟ ଭାଇ ଭଳି: ଅଭିନେତ୍ରୀ ହାନିଆ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମୀର ନିଜ ଅଭିନୟ ଜରିଆରେ କେବଳ ନିଜ ଦେଶରେ ନୁହେଁ ଭାରତରେ ମଧ୍ୟ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଅଭିନୀତ ଶୋ' ଗୁଡିକ ମଧ୍ଯରୁ ଦିଲରୁବା, ତିତଲି, ଇଶ୍କିଆ, ସଙ୍ଗେ-ଏ-ମାହା ଏବଂ ମୁଝେ ପ୍ୟାର ହୁଆ ଥା ଭଳି ପାକିସ୍ତାନୀ ଶୋ…

ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’ ଶିଶୁ

ଅଜୱଲ୍: ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’। ଭାରତରେ ଏହି ପିଢିର ପ୍ରଥମ ଶିଶୁ ଜାନୁଆରୀ ୧ରେ ମିଜୋରାମର ଅଜୱଲ ସହରରେ ଜନ୍ମଗ୍ରହଣ କରିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ଶିଶୁର ନାମ ହେଉଛି ଫ୍ରାଙ୍କି ରେମ୍ରୁଟଡିକା ଜେଡେଙ୍ଗ୍। ସେ ଜାନୁଆରୀ ୧ ରେ ଆଇଜୱାଲର ଡର୍ଟଲାଙ୍ଗର…

ଆଜିଠୁ ଭାରତରେ କିଆ ସିରୋସର ବୁକିଂ ୨୫ହଜାର ଟଙ୍କାରୁ ହେଲା ଆରମ୍ଭ

ନୂଆଦିଲ୍ଲୀ: କିଆ ଇଣ୍ଡିଆର ବ୍ରାଣ୍ଡ୍ ନୂଆ ଏସୟୁଭି ସିରୋସର ବୁକିଂ ଆଜି ଅର୍ଥାତ୍ ୩ଜାନୁୟାରୀରୁ ବୁକିଂ ଆରମ୍ଭ ହୋଇଛି । ଆପଣ ଏହି କାରକୁ ଟୋକନ୍‌ ଅମାଉଣ୍ଟ ଭାବରେ ୨୫ହଜାର ଟଙ୍କା ଦେଇ ବୁକ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ ଅବା ନିକଟସ୍ଥ କିଆ ଶୋ'ରୁମକୁ…

ଭାରତରେ ୧୦୦ କୋଟି ପାର୍ କଲା ‘ମୁଫାସା: ଦ ଲାୟନ କିଙ୍ଗ… 

ମୁମ୍ବାଇ: ଶାହରୁଖ ଖାନଙ୍କ ଦମଦାର ଭଏସରେ ରିଲିଜ ହୋଇଥିବା 'ମୁଫାସା- ଦ ଲାୟନ କିଙ୍ଗ' ଭାରତର ବକ୍ସ ଅଫିସରେ ରାଜ କରୁଛି। ଏହି ହଲିଉଡ୍ ଫିଲ୍ମ ଭାରତୀୟଙ୍କ ହୃଦୟ ଜିତିପାରିଛି। ସେଥିପାଇଁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ର…

ବ୍ରହ୍ମପୁତ୍ର ଉପରେ ସବୁଠୁ ବଡ଼ ଡ୍ୟାମ କରିବ ଚୀନ, ଭାରତ ଉପରେ ପଡିପାରେ ଏହି ପ୍ରଭାବ

ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି। ଚୀନ୍ ଏହି ପ୍ରକଳ୍ପକୁ 'ସବୁଠାରୁ ବଡ ପ୍ରକଳ୍ପ' ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର…

ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଆସୁ ଇଟାଲୀ ଭଳି ଆଇନ; ମୋଦିଙ୍କୁ ଅପିଲ୍ କଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜର ମତ ରଖିଥାନ୍ତି। ଦେଶରେ ବଢୁଥିବା ଯୌନ ଶୋଷଣ ଏବଂ ଦୁଷ୍କର୍ମ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରି କହିଛନ୍ତି ଯେ…

ଭାରତ ବିରୋଧରେ ଶ୍ରୀଲଙ୍କା ଭୂମିର ବ୍ୟବହାର ହେବନାହିଁ… 

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାୟ ଡିସେମ୍ବର ୧୬ରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଏହା ମୋର ପ୍ରଥମ ବିଦେଶ ଯାତ୍ରା ଅଟେ। ଭାରତର…

ପର୍ବତଠୁ ଉଚ୍ଚ ଭାରତ-ଋଷ ସମ୍ପର୍କ: ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମସ୍କୋରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ଯରେ ଥିବା ବିପୁଳ ସହଭାଗୀତାର ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି। ସୂଚନା…

ବିଶ୍ୱର ପ୍ରଦୂଷିତ ୧୦୦ ସହର ତାଲିକାରେ ଭାରତର ୩୯…

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ୧୦୦ଟି ସହର ତାଲିକାରେ ଭାରତର ସର୍ବାଧିକ ସହର ଥିବାବେଳେ ଚୀନ୍ ବହୁ ପଛରେ ରହିଛି। ପ୍ରଦୂଷଣ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳର ସହର ମଧ୍ୟ ପଛରେ ପଡି ନାହାଁନ୍ତି। ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଅତ୍ୟଧିକ ପ୍ରଦୂଷଣର ସମ୍ମୁଖୀନ…

ଖୁବଶୀଘ୍ର ଭାରତ ଆସିବେ ପୁଟିନ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କ୍ରେମଲିନ୍ ପ୍ରେସ ସଚିବ ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଆମେ ଋଷ ରାଷ୍ଟ୍ରପତିଙ୍କ ଗସ୍ତ ତାରିଖ ଉପରେ କାର୍ଯ୍ୟ କରୁଛୁ। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ…