Latest Odisha News

BREAKING NEWS

Browsing Tag

india

କ୍ରିକେଟ୍ ଜଗତର ଭଗବାନ ସଚିନ୍ ତେନ୍ଦୁଲକର ଅଲ୍କାରାଜଙ୍କ ଖେଳକୁ ପ୍ରଶଂସା କରି କହିଲେ ଏମିତି

ନୁଆଦିଲ୍ଳୀ: ଗଡ୍ ଅଫ୍ ଦି କ୍ରିକେଟ୍ ଭାବରେ ଜଣାଶୁଣା ସଚିନ୍ ତେନ୍ଦୁଲକର ନୂତନ ୱିମ୍ବଲଡନ୍ ବିଜେତା କାର୍ଲୋସ୍ ଅଲ୍କାରାଜଙ୍କ ଖେଳକୁ ସାବାସି ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ତେନ୍ଦୁଲକର ଅଲ୍କାରାଜଙ୍କୁ ବେଶ୍ ପ୍ରଶଂସା କରିବା ସହିତ ଶୁଭେଛା ଜଣାଇଥିଲେ ।…

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ…

ନଡ଼ିଆ କହୁଛି କିଏ ପାୱାରଫୁଲ, ଇଣ୍ଡିଆ ନା ଏନଡିଏ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଲଢେ଼ଇ ହେବ। ଯାହାକୁ ନେଇ ରାଜନୈତିକ ଲଢେଇ ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ରାଜସ୍ଥାନରେ ଏନଡିଏ ଓ ଇଣ୍ଡିଆକୁ ନେଇ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଆଜମେର ଜିଲ୍ଲାର ଗେଟ ବଜାରରେ ଜଣେ ନଡ଼ିଆ ବିକାଳୀକୁ ନେଇ…

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’: ଭାରତରେ ୧୪ କୋଟିର ଅଗ୍ରୀମ ଟିକେଟ୍ ବିକ୍ରି

ମୁମ୍ବାଇ: ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ସିନେମା ଜେଲର । ଦୁଇ ବର୍ଷ ପରେ ପୁଣି ପରଦାକୁ ଫେରିଛନ୍ତି ସୁପରଷ୍ଟାର ରଜନୀକାନ୍ତ। ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ପ୍ରଶଂସକମାନେ ହଲ ସାମ୍ନାରେ…

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

୨୫୦ ବର୍ଷ ଧରି ଭାରତକୁ ଶାସନ କରିଥିବା କମ୍ପାନୀର ମାଲିକ ଏବେ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ସମୟ ସବୁବେଳେ ସାଥ୍ ଦିଏ ନାହିଁ । ସେମିତି ଏକ ସମୟ ଥିଲା ସ୍ୱାଧୀନତା ପୂର୍ବର । ବାଣିଜ୍ୟ ପାଇଁ ଭାରତ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ଶାସନ ଭାର ହାତେଇ ନେଇଥିଲା । କମ୍ପାନୀର କଥାରେ ସେନା ଚାଲୁଥିଲା । ସମୟ ଚକ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଧିପତ୍ୟ ହ୍ରାସ…