Latest Odisha News
Browsing Tag

India New Corona Cases

ଦେଶରେ ଖସୁଛି ଦୈନିକ କରୋନା ସଂକ୍ରମଣ, ମୃତ୍ୟୁସଂଖ୍ୟା ଉଦବେଗଜନକ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ତଳେ ରହୁଛି । ଗତ ୨୪ ଘଣ୍ଟାରେ ୨୦ ଲକ୍ଷ ୬୩ହଜାର ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୬୫ହଜାର ୫୫୩ ନୂଆ ଆକ୍ରାନ୍ତ । ଏହି ସମୟରେ ଦେଶରୁ…

ପୁଣି ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୭୩୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୮୭ହଜାର ୮୫୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨୧ହଜାର ୪୩୦ ସଂକ୍ରମିତ…

ଦେଶରେ ୮୯ ଲକ୍ଷ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୮୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୪୪ ହଜାର ୪୪ ହଜାର ୭୩୯ ସଂକ୍ରମିତ । ଦେଶରେ ମୋଟ୍…