ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ଏହି ଦେଶ
ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଇଥିହାଡ୍ ଏୟାରୱେଜ୍ ସୋମବାର ସୂଚନା ଦେଇଛି ଯେ ଭାରତରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନଗୁଡ଼ିକ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଅଗଷ୍ଟ ୨ ଯାଏ ୟୁଏଇକୁ ବିମାନ ଚଳାଚଳ ହୋଇପାରିବ ନାହିଁ।
ତେବେ ଏହି ଅବଧି ଭିତରେ ଯେଉଁମାନେ ୟୁଏଇ…