Latest Odisha News

BREAKING NEWS

Browsing Tag

india

୨୦୩୧ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାର ହେବା ସମ୍ଭାବନା

ନୂଆଦିଲ୍ଲୀ: ୨୦୩୧ ସୁଦ୍ଧା ଭାରତୀୟ ଅର୍ଥନୀତିର ମୂଲ୍ୟ ୭ ଟ୍ରିଲିୟନ ଡଲାର ହେବ ଓ ଏହି ଅବଧି ମଧ୍ଯରେ ଦେଶର ଜିଡିପିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ ହେବ। ଏନେଇ ରେଟିଂ ଏଜେନ୍ସି କ୍ରିସିଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି। ଏହା ସହିତ ଆହୁରି…

ଅଧିକାଂଶ ଭାରତୀୟ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତର ପ୍ରାୟ ସମସ୍ତ ଜନତା ପ୍ରଭାବିତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ବାମୀନାଥନ ଏନେଇ ସୂଚନା ଦେଇଛନ୍ତି। ଏପରିକି ମହିଳା ଏବଂ ଶିଶୁମାନଙ୍କୁ ଏହି ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜନିତ ବିପଦ…

ଭାରତୀୟ ବଜାରରେ ଉପଲବ୍ଧ ହଳଦୀରେ ୨୦୦ ଗୁଣା ଅଧିକ ସୀସା, ଆଣିପାରେ ଏସବୁ ସ୍ବାସ୍ଥ୍ଯ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଉଛି। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ପାଇଁ ଜଣାଯାଇଥାଏ। ବର୍ତ୍ତମାନ ଏକ…

ଖୁବଶୀଘ୍ର ନାଗରିକଙ୍କ ପାଇଁ ଉପଲବ୍ଧ ହେବ ସ୍ବଦେଶୀ ଜିପିଏସ୍ ସିଷ୍ଟମ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଏହାର ଆଞ୍ଚଳିକ ନାଭିଗେସନ୍ ସିଷ୍ଟମ୍ 'ନାଭିକ'କୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଇବାକୁ ଚେଷ୍ଟାରତ। ଏହି ପୋଜିସନ୍ ସିଷ୍ଟମ୍ ମୁଖ୍ୟତଃ ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ପରି ରଣନୈତିକ ଉଦ୍ଦେଶ୍ୟରେ ବ୍ୟବହୃତ…

ଭାରତରେ ନିମ୍ନମାନର ଖାଦ୍ୟ ବିକ୍ରି କରୁଛନ୍ତି ପେପସିକୋ, ୟୁନିଲିଭର ଭଳି କମ୍ପାନୀ

ନୂଆଦିଲ୍ଲୀ: ପେପସିକୋ, ୟୁନିଲିଭର ଏବଂ ଡାନୋନ୍ ପରି ପ୍ୟାକେଜ୍ ଫୁଡ ବିକୁଥିବା ଖାଦ୍ୟ କମ୍ପାନୀଗୁଡିକ ଭାରତରେ ଅତି ନୀମ୍ନମାନର  ଖାଦ୍ୟଉତ୍ପାଦ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଏଟିଏନଆଇ ଗ୍ଲୋବାଲ୍ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀଗୁଡିକ ସ୍ୱଳ୍ପ ଆୟକାରୀ ଦେଶ ମାନଙ୍କରେ…

ବେହାଲ ଲାହୋର ସ୍ଥିତି, ଏକ୍ୟୁଆଇ ୧୯୦୦ ଟପିବାରୁ ଭାରତକୁ ଦୋଷ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ଆମ ପଡୋଶୀ ଦେଶ ପାକିସ୍ତାନ  ମଧ୍ୟ ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ପାକିସ୍ତାନର ଲାହୋରର ସ୍ଥିତି ଏତେ ଖରାପ ଯେ ସେଠାକାର ବାୟୁର ଗୁଣବତ୍ତା ୧୯୦୦ରେ ପହଞ୍ଚିଛି। ପଞ୍ଜାବର ବରିଷ୍ଠ ମନ୍ତ୍ରୀ ମରିୟମ ଔରଙ୍ଗଜେବ ଚିନ୍ତା ପ୍ରକଟ କରି ଭାରତକୁ ଦାୟୀ କରି…

ଥାଲାପତିଙ୍କ ରେକର୍ଡ ଭାଙ୍ଗିଲେ ଅଲ୍ଲୁ, ବନିଲେ ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା

ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନିଜର ଅପକମିଂ ଫିଲ୍ମ 'ପୁଷ୍ପା ୨' ରିଲିଜର ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୫ରେ ସିନେମା ହଲକୁ ଆସିବ। ଏହା ହିନ୍ଦୀ ସମେତ ୬ଟି ଭାଷାରେ ମୁକ୍ତିଲାଭ କରିବ। ଏକ ରିପୋର୍ଟ ଅନୁଯାୟୀ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା…

ନୂଆ ଗାଡି଼ରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଜର୍ମାନ ରାଷ୍ଟ୍ରଦୂତଙ୍କ ଭାରତ ପ୍ରେମ। ନୂଆ ଗାଡି଼ କିଣିବା ପରେ ଲେମ୍ବୁ-ଲଙ୍କା ଟାଙ୍ଗିଲେ ଜର୍ମାନ ରାଷ୍ଟ୍ରଦୂତ। ଭାରତୀୟ ପରମ୍ପରା ଅନୁସାରେ ଯେତେବେଳେ ଆମେ ଏକ ନୂଆ ଗାଡି଼ କିଣୁ ସର୍ବପ୍ରଥମେ ଆମେ ପୂଜା କରିବା ସହ ନଡ଼ିଆ ଭାଙ୍ଗିଥାଉ। ଏହା ବ୍ୟତୀତ ଲେମ୍ବୁ ଏବଂ ଲଙ୍କା ମଧ୍ୟ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ଆମେରିକାଠୁ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଲ କାଏଦାକୁ ସଫା କରିବାରେ ପ୍ରିଡେଟର ଡ୍ରୋନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହଜାରେ କିଲୋମିଟର ଦୂରରେ ବସି ଯେକୌଣସି ଲକ୍ଷ୍ୟ ଉପରେ ନଜର ରଖାଯାଇ ସଠିକ୍ ଟାର୍ଗେଟ କରାଯାଉଥିଲା। ଏବେ ଭାରତୀୟ ସେନା ମଧ୍ୟ ଏଭଳି କରିପାରିବ। ଚୀନ୍ ସୀମା ହେଉ କିମ୍ବା…

କୌଣସି କଥାବାର୍ତ୍ତା ହେବନାହିଁ: ପାକିସ୍ତାନ ଗସ୍ତ ପୂର୍ବରୁ ଏଭଳି କହିଲେ ଜୟଶଙ୍କର

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି। ତାଙ୍କ ଗସ୍ତ ପୂର୍ବରୁ ଦୁଇ ଦେଶ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ବର୍ତ୍ତମାନର ସ୍ଥିତିକୁ ଦେଖି…