ବିଜେପି ରାସ୍ତାରେ ବିଆରଏସ, ‘ଇଣ୍ଡିଆ’ କୁ ଗାଳି କରୁଛନ୍ତି କେସିଆର!
ଭୁବନେଶ୍ୱର: ଯେଉଁ ବିରୋଧୀ ମେଣ୍ଟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଜୋରଦାର ଉଦ୍ୟମ କରୁଥିଲେ ଏବେ ସେହି ମେଣ୍ଟ କିଛି କାମ ଦେବ ନାହିଁ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦୁଇଟି ନିର୍ବାଚନରେ ଏନଡିଏ ଭଲ ପ୍ରଦର୍ଶନ କରୁଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ…