ବିଦାୟ ୨୦୨୪: ଚଳିତବର୍ଷ ଏହି କାରଗୁଡକ ରହିଲେ ଚର୍ଚ୍ଚାରେ, ଜଲଓ୍ବା ଦେଖାଇଲା ନୂଆ ଇ-କାର
ନୂଆଦିଲ୍ଲୀ: ୨୦୨୪ ବର୍ଷ ବର୍ତ୍ତମାନ ବିଦାୟ ନେବା ଆଡକୁ ଗତି କରୁଛି | ଏହି ବର୍ଷ ଅଟୋମୋବାଇଲ କ୍ଷେତ୍ରରେ ଅନେକ ନୂତନ ମାଇଲଖୁଣ୍ଟ ହାସଲ କରିଛି | କମ୍ପାନୀଗୁଡିକ ବଜାରରେ ଅନେକ ନୂତନ ଯାନବାହନ ଲଞ୍ଚ କରିଥିଲେ, ଯାହା ହେଡଲାଇନ୍ ରେ ରହିଥିଲା | କିଛି ନୂତନ ଇଲେକ୍ଟ୍ରିକ୍ କାର୍ ବିଷୟରେ ବହୁତ…