Latest Odisha News

BREAKING NEWS

Browsing Tag

indian team

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଭାରତୀୟ ଖେଳାଳିଙ୍କ ଡିଜାଇନର ପୋଷାକକୁ ନାପସନ୍ଦ କଲେ ଜନତା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଧୁମଧାମରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିଙ୍କୁ ଦେଖି ଗର୍ବ ଅନୁଭବ କରୁଥିବା ବେଳେ ଅନ୍ୟ ପଟେ ଭାରତୀୟ ଖେଳାଳିଙ୍କ ପୋଷାକକୁ ସମାଲୋଚନା କରାଯାଉଛି। ଉଦଘାଟନୀ ସମାରୋହରେ ୭୮ଜଣ ଆଥଲେଟ୍ ଏବଂ…

ଟି-୨୦ ବିଶ୍ୱକପ୍ ୨୦୨୪: ଭାରତ ବିରୋଧରେ ଖେଳିପାରନ୍ତି ୬ ଭାରତୀୟ !

ଭୁବନେଶ୍ୱର: ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ହେବ ୨୦୨୪ ଟି-୨୦ କ୍ରିକେଟ୍ ବିଶ୍ୱକପ ପ୍ରତିଯୋଗୀତା । ନିର୍ଦ୍ଧାରିତ ବର୍ଷ ଜୁନ୍ ମାସରେ ହେବାକୁ ଥିବା ଏହି ପ୍ରତିଯୋଗୀତାରେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାଗ ନେବ । ଆୟୋଜକ ଦେଶ ହୋଇଥିବାରୁ ଉଭୟ ଆମେରିକା ଓ…