ଇନ୍ଫୋସିିଟି ସାଇ ମନ୍ଦିର ପାଚେରି ଭାଙ୍ଗିଲା ବିଡିଏ
ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…