ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
BREAKING NEWS
- ଓଡ଼ିଶାର ରେଳ ଭିତ୍ତିଭୂମିକୁ ମିଳିବ ‘ବୁଷ୍ଟର ଡୋଜ୍’: ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି: ମନ୍ତ୍ରୀ
- ମହାନଦୀର କରାଳ ରୂପ: ବନ୍ୟା ପାଣିରେ ବୁଡ଼ିଲା ମା’ ଭଟ୍ଟାରିକାଙ୍କ ପୀଠ, ୧୬୩ ଧାରା ଲାଗୁ
- ବନ୍ୟା ପାଣିରେ ବୁଡିଲା BSF କ୍ୟାମ୍ପ, ଛାତ ଉପରେ ଯବାନ
- ଖେଲୋ ଇଣ୍ଡିଆ: ୫ ବର୍ଷରେ ହେବ ୩୬,୪୪୧ କୋଟି ଖର୍ଚ୍ଚ, ଅଲମ୍ପିକ୍ସରେ…
- ଆସନ୍ତାକାଲି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
- ୨୦୨୭ ବିଶ୍ୱକପ୍ରେ ଭୁବନେଶ୍ୱର କରିବେ କି କମବ୍ୟାକ ?
- ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍
- ରେଳଷ୍ଟେସନରେ କାଉଡ଼ିଆଙ୍କ ହଙ୍ଗାମା; ରେଳବାଇ ପ୍ରଶାସନଙ୍କ ହସ୍ତକ୍ଷେପ ପରେ ସମାଧାନ
- ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
Comments are closed.