Latest Odisha News

BREAKING NEWS

Browsing Tag

iphone

ବଜାରକୁ ଆସିବ ଆପଲ୍‌ ସ୍ମାର୍ଟ ଡୋରବେଲ୍‌; ଫେସ ଆଇଡିରେ ଖୋଲିବ ଘର

ନୂଆଦିଲ୍ଲୀ: ଆପଲ୍ ସ୍ମାର୍ଟ ଡୋରବେଲ ସହିତ ଆସନ୍ତା ବର୍ଷ ସ୍ମାର୍ଟ ହୋମ ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ ସ୍ମାର୍ଟ ହୋମ ଡୋରବେଲରେ କାମ କରୁଛି ଯେଉଁଥିରେ ଫେସ୍ ଆଇଡି ସପୋର୍ଟ ରହିବ। ଏହି ଡିଭାଇସ୍ ବ୍ୟବହାରକାରୀଙ୍କ ଫେସ୍ ସ୍କାନିଂ ମାଧ୍ୟମରେ…

୧ ଜାନୁଆରୀରୁ ହ୍ବାଟ୍ସଆପ୍ ଏହି ସ୍ମାର୍ଟଫୋନରେ କରିବନି କାମ, ଥରେ ଚେକ୍ କରନ୍ତୁ ତାଲିକା..

ନୂଆଦିଲ୍ଲୀ: ଯଦି ଆପଣ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଅଟେ | ହ୍ବାଟ୍ସଆପ୍ ଏକ ନିଷ୍ପତ୍ତି ନେଇଛି ଯାହା ଆଣ୍ଡ୍ରଏଡ୍ (Android) ଫୋନ୍ ଚଳାଉଥିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। ବାସ୍ତବରେ, ଜାନୁଆରୀ ୧, ୨୦୨୫ରୁ କିଛି ଆଣ୍ଡ୍ରଏଡ୍…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା। ମୃତ ଡେଲିଭରି ବୟ ଜଣଙ୍କ ହେଲେ…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ଏପଲ୍ ନେଉଛି ୧୦ ଗୁଣା ଆପ୍ ଷ୍ଟୋର ଚାର୍ଜ, ଯୁକ୍ତିଯୁକ୍ତ ନୁହେଁ କହିଲେ ଇଲନ ମସ୍କ

ଭୁବନେଶ୍ୱର: ଟେକ୍ କମ୍ପାନୀ ଏପଲ୍ ର ଆପ୍ ଷ୍ଟୋର୍ ଚାର୍ଜ କୁ ନେଇ ଟ୍ୱଟର ନୂଆ ମାଲିକ ଇଲନ ମସ୍କ ଖପ୍ପା । ଯଥାର୍ଥ ଚାର୍ଜ ଠାରୁ ବେଶ୍ ଅଧିକ ଚାର୍ଜ କୁ ନେଇ ଇଲନ ଏପଲ୍ ଉପରେ ଚିଡ଼ିଯାଇଛନ୍ତି । ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ଇଲନ୍ ମସ୍କ । ଏପଲ୍ ର ଆପ୍ ଷ୍ଟୋର ଇଣ୍ଟରନେଟ ଉପୋର ୩୦ ପ୍ରତିଶତ…

ଆଜିଠୁ ଆରମ୍ଭ ଆଇଫୋନ୍‌ ୧୩ ସିରିଜର ପ୍ରି-ବୁକିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଭାରତରେ ଆଇଫୋନ୍‌ ୧୩ ସିରିଜ୍‌ର ପ୍ରି-ବୁକିଂ। ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୩ ମିନି ଉପଲବ୍ଧ। ଏହି ସପ୍ତାହ ଆରମ୍ଭରେ ଆପଲ୍ ଆଇଫୋନ୍ ୧୩ ସିରିଜ୍ ଲଞ୍ଚ କରିଥିଲା। ଆଇଫୋନ୍ ୧୩ ମିନି ଏବଂ ଆଇଫୋନ୍ ୧୩ ଡୁଆଲ୍ ରିୟର…

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ ।…