Latest Odisha News

BREAKING NEWS

Browsing Tag

IPS Amitav Thakur

ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନ‌ୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ…

ସୁଶାନ୍ତଙ୍କ ସହ ପୁରୁଣା ଦିନର ଫଟୋ ସେୟାର କରିବା ସହ ଦୁଃଖପ୍ରକାଶ କଲେ ଆଇଜି ଅମିତାଭ ଠାକୁର

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଦୁଃଖପ୍ରକାଶ କରିଛନ୍ତି । ସୁଶାନ୍ତ ଆଜି ସକାଳେ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ଆଇପିଏସ୍ ଅମିତାଭ ଠାକୁରଙ୍କର ନିକଟ ସମ୍ପର୍କୀୟ ଅଟନ୍ତି…