Latest Odisha News

BREAKING NEWS

Browsing Tag

iraq

ଝିଅଙ୍କ ବିବାହ ବୟସ ୯କୁ ହ୍ରାସ ପାଇଁ ସଂସଦରେ ପ୍ରସ୍ତାବ

ବାଗଦାଦ: ଇରାକ ସଂସଦରେ ଏକ ଅଜବ ବିଲ୍ ଉପସ୍ଥାପନ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇରାକ ନିଜ ଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି। ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନାଭାଇରସ୍ ସହ କ’ଣ ଥିଲା ସଦ୍ଦାମ୍ ହୁସୈନ୍‌ଙ୍କ ସଂପର୍କ ?

ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନାଭାଇରସ୍ । ଏପରି ସମୟରେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ୍ ହୁସୈନ୍‌ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି । ଏକାଧିକ ଟୁଇଟ୍ ଓ ଫେସ୍‌ବୁକ୍ ପୋଷ୍ଟ ଦାବି କରିଛି ୧୯୯୦ରେ ଏକ କ୍ୟାବିନେଟ୍ ମିଟିଂରେ କୁଆଡେ ସଦ୍ଦାମ୍ ହୁସୈନ୍…

ଆମେରିକା ଦୂତାବାସ ଉପରେ ପୁଣି ଆକ୍ରମଣ: ରହି ରହି ରକେଟ ମାଡ କରୁଛି ଇରାନ

ଆମେରିକା ଉପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛି ଇରାନ୍ । ରହି ରହି କରୁଛି ରକେଟ ମାଡ । ତେବେ ଏଥର ଏହି ରକେଟ ମାଡର ଶିକାର ହୋଇଛି ଇରାକ । ଆମେରିକା ସୈନ୍ୟ ଠିକଣାକୁ ନିଶାନା କରି ଇରାନ ପୁଣିଥରେ ରକେଟ ମାଡ କରିଛି । ତେବେ ଏହା ଆମେରିକା ବଦଳରେ ଇରାକ ଏୟାରବେସ୍ ଉପରେ ପଡିଛି । ଏନେଇ…