Latest Odisha News

BREAKING NEWS

Browsing Tag

Iron Man Competition

ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ଭୁବନେଶ୍ୱର: ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି। ସେ ମୋଟ…

ଆଇରନ ମ୍ୟାନ ପ୍ରତିଯୋଗତିାରେ ଭାଗ ନେଉଛନ୍ତି ଦୁଇ ଓଡ଼ିଆ

ଭୁବନେଶ୍ୱର: ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ଦୁଇ ଓଡିଆ ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ କାଜାଖସ୍ତାନ ପହଞ୍ଚିଛନ୍ତି। ଏହା ସୌଭାଗ୍ୟଙ୍କ ଦ୍ଵିତୀୟ ଆଇରନ ମ୍ୟାନ ପ୍ରତିଯୋଗିତା । ବିଜୟ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛନ୍ତି । ଆଇରନ ମ୍ୟାନ ରେ ୩.୮ କିମି ସନ୍ତରଣ, ୧୮୦ କିମି…