ରାଜନୀତିରେ ମିଶିପାରନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର
ଭୁବନେଶ୍ୱର: ଆୟକର କମିଶନର ତଥା ବରିଷ୍ଠ ରାଜନେତା ଶରତ କରଙ୍କ ପୁଅ ଶୋଭନ କର ରାଜନୀତିରେ ଯୋଗ ଦେଇପାରନ୍ତି । ଏଥି ପାଇଁ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।
ଶୋଭନ କରଙ୍କ ସୂଚନା ଅନୁସାରେ, ଗତ ଡିସେମ୍ବର ୩୧ ତାରିଖର ତାଙ୍କ କାର୍ଯ୍ୟ ଦିବସର ଶେଷ ଦିନ ଥିଲା । ନିଜ ଚାକିରୀ…