Latest Odisha News

BREAKING NEWS

Browsing Tag

Iskcon Temple

ବାଂଲାଦେଶର ଇସ୍କନ ମନ୍ଦିରରେ ଭଙ୍ଗାରୁଜା, ଜାଳିଦେଲେ ମୂର୍ତ୍ତି

ଢାକା: ବାଂଲାଦେଶରେ ହିନ୍ଦୁ ସମେତ ସଂଖ୍ୟାଲଘୁଙ୍କ ବିରୋଧରେ କ୍ରମାଗତ ଭାବେ ହିଂସା ବୃଦ୍ଧି ପାଉଛି। ଶୁକ୍ରବାର ଦିନ ଇସ୍କନର ଅନ୍ୟ ଏକ ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଭଗବାନଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ ବିକ୍ଷୋଭକାରୀମାନେ। ସୂଚନା ଅନୁଯାୟୀ, ଏହି ହିଂସା ନମହଟ ମନ୍ଦିରରେ…

ତିରୁପତି ଇସ୍କନ୍ ମନ୍ଦିରକୁ ବୋମା ଧମକ

ତିରୁପତି: ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବାରେ ଲାଗିଛି ୲ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କିଛି ହୋଟେଲକୁ ଧମକ ମିଳିବାର ୩ ଦିନ ମଧ୍ଯରେ ତିରୁପତିର ଇସ୍କନ୍ ମନ୍ଦିରକୁ ଧମକ ମିଳିଛି। ଧମକ ମିଳିବା ମାତ୍ରେ ମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣରେ ଅଗ୍ନିଶମ ବାହିନୀ,…

ଭକ୍ତଙ୍କ ଲାଗି ଖୋଲିଲା ଇସ୍କନ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ନୟାପଲ୍ଲୀର ଇସ୍କନ ମନ୍ଦିର ଶନିବାର ଦିନ ଭକ୍ତଙ୍କ ପାଇଁ ଖୋଲିଛି। ଯାହା କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା। କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବା ସହ ଚାରିଟି ପର୍ଯ୍ୟାୟରେ ଦର୍ଶନ ହେବ ବୋଲି ମନ୍ଦିରର ସହ-ସଭାପତି ଉପେନ୍ଦ୍ର…