Latest Odisha News
Browsing Tag

islam

‘ନମାଜ ପଢ଼, ଯାହା କରିବାର କର’ ମୁସଲମାନଙ୍କୁ ଏଭଳି ଶିକ୍ଷା ଦିଆ ଯାଉଥିବା କହିଲେ ରାମଦେବ

ଅମ୍ରିତସର: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ବିବାଦ ଥମିନି । ଏହାରି ଭିତରେ ଯୋଗ ଗୁରୁ ବାବା ରାମଦେବ ମୁସଲମାନଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଜୋର ଧରିଛି । ରାଜସ୍ଥାନର ବାଡ଼ମୋରର ଏକ ସଭାରେ ବାବା ରାମଦେବ କହିଛନ୍ତି,…

ମୁସଲିମ ମହିଳାଙ୍କୁ ନିର୍ବାଚନ ଟିକେଟ ଦେବା ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

ଅହମ୍ମଦାବାଦ: ଅଲ ଇଣ୍ଡିଆ ୟୁନାଇଟେଡ ଡମୋକ୍ରାଟିକ ଫ୍ରଣ୍ଟର ସଭାପତି ବଦରୁଦିନ ଅଜମଲଙ୍କ ପରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସିଦ୍ଦିକ କହିଛନ୍ତି, ନିର୍ବାଚନରେ ମୁସଲିମ ମହିଳାଙ୍କୁ ଟିକେଟ…

ଇସ୍‌ଲାମ୍‌ ପାଇଁ ଫ୍ୟାଶନ୍‌ ଛାଡିଲେ ଆମେରିକାର ଏହି ଲୋକପ୍ରିୟ ମଡେଲ୍‌

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ମଡେଲ ହଲିମା ଇଡେନ ଇସଲାମ ପାଇଁ ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଇସଲାମୀୟ ବିଶ୍ୱାସ ଏବଂ ମାନ୍ୟତାକୁ ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ। ୨୩ ବର୍ଷ ବୟସ୍କା ମଡେଲ୍ ଏହାକୁ ବିଶ୍ବର ଅଗ୍ରଣୀ ଫ୍ୟାଶନ୍…