Latest Odisha News

BREAKING NEWS

Browsing Tag

IT Raid

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର…

ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ; କର୍ମଚାରୀଙ୍କ ମୋବାଇଲ ଜବତ

ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ  ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ…

୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା

ଉତ୍ତରପ୍ରଦେଶ : ୧୫ ଘଣ୍ଟାର ରେଡ୍ ପରେ ମିଳିଲା ମାତ୍ର ୧୭ ହଜାର ଟଙ୍କା । ଗତକାଲି ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ମୁଖପାତ୍ର ରାଜୀବ ରାୟଙ୍କ ଘରେ ହୋଇଥିବା ରେଡ୍ ଯେ ଏକ ଉଦ୍ଦେଶ୍ୟମୂଳକ ପଦକ୍ଷେପ ଥିଲା ତାହା ଏଥିରୁ ସ୍ପଷ୍ଟ ହୋଇଛି । ରାଜୀବଙ୍କ ଘରେ ଆୟକର ବିଭାଗ ପ୍ରାୟ ୧୫…