‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’
ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍ ଭୂତାଣୁ ସଂକ୍ରମଣକୁ ୭୩%…