Latest Odisha News

BREAKING NEWS

‘କରୋନା ରୋକିବାରେ କାମ ଦେଉଛି ଆଇଭରମେକ୍ସିନ’

ଭୁବନେଶ୍ୱର: ମାରାତ୍ମକ କରୋନା ରୋକିବାରେ ସଫଳ ହେଛି ଆଇଭରମେକ୍ସିନ । ଏହି ମେଡିସିନ ଶରୀରରେ ଭୂତାଣୁର ମାତ୍ରା କମାଇ ଦେଉଥିବା ଭୁବନେଶ୍ୱର AIIMS ଗବେଷଣାରୁ ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଇଭରମେକ୍ସିନର ୨ଟି ଡୋଜ କୋଭିଡ୍‌ ଭୂତାଣୁ ସଂକ୍ରମଣକୁ ୭୩% କମାଇଦେଉଥିବା ଗବେଷଣାରେ ଦାବି କରାଯାଇଛି।

ଗତ ସେପ୍ଚମ୍ବର ୨୦ରୁ ଅକ୍ଟୋବର ୧୯ ତାରିଖ ମଧ୍ୟରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏମ୍ସ ସ୍ୱାସ୍ଥ୍ୟକର୍ମୀଙ୍କ ଦୁଇଟି ଗୋଷ୍ଠୀଙ୍କୁ ନେଇ ଗବେଷଣା ହୋଇଥିଲା। ୧୨ ଜଣ ବିଶେଷଜ୍ଞ ଏହି ଗବେଷଣାରେ ସାମିଲ ହୋଇଥିଲେ।

 

Leave A Reply

Your email address will not be published.