ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା
ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା । ଜରୁରୀ କରୋନା ସଂଦିଗ୍ଧଙ୍କ କୋଭିଡ ପରିକ୍ଷା ପାଇଁ ଆଉ ଜିଲ୍ଲା ବାହାରକୁ ସ୍ୱାବ ଯିବ ନାହିଁ ।
ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ଼ ପରୀକ୍ଷା। ଜିଲ୍ଲାରେ ବର୍ତମାନ…