Latest Odisha News
Browsing Tag

JammuKashmir

ଭାରତରେ ପ୍ରଥମ: ଜମ୍ମୁ କଶ୍ମୀରରେ ମିଳିଲା ଲିଥିୟମ ଖଣିର ସନ୍ଧାନ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଠାବ ହୋଇଛି ଲିଥିୟମ ଭଣ୍ଡାର । ଏହି ଲିଥିୟମ ଖଣି ଜମ୍ମୁ କଶ୍ମୀରରେ ଠାବ ହୋଇଛି । ଏଠାରେ ପ୍ରାୟ ୫୯ ଲକ୍ଷ ଟନ ଲିଥିୟମ ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି  । ଲିଥିୟମ ଏକ ଅଣ ଲୌହ ଧାତୁ ଯାହା…

ଯବାନଙ୍କ ମହାନ କାମ: ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ଶ୍ରୀନଗର: ଭାରତୀୟ ସେନା ଶତ୍ରୁଙ୍କ ପାଇଁ  ଯେତିକି କଠୋର ଅସହାୟଙ୍କ ପାଇଁ ସେତିକି କୋମଳ । ଭାରତୀୟ ସେନା ବୁଝିଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ସୁରକ୍ଷା ଯୋଗାଇ ଦେବା । ଦେଶବାସୀଙ୍କୁ ତାଙ୍କର ଗୋଟିଏ ବାର୍ତ୍ତା.. ‘ଆମେ ଅଛୁ..ତୁମେ ନିଶ୍ଚିନ୍ତ ରୁହ’ । ସୀମାନ୍ତ ହେଉ ବା ଦେଶ ଭିତରେ…

ଖାଇକୁ ଖସିଲା ମିନିବସ୍‌, ଚାଲିଗଲା ୫ ଜଣଙ୍କ ଜୀବନ

ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ  । ଖାଇକୁ ଖସିଲା ମିନିବସ୍‌  । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍‌ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍‌ରୁ ଲୋକମାନଙ୍କୁ ନେଇ…

ପରିଚୟ ପତ୍ର ମାଗିଲେ, ହିନ୍ଦୁ ନାଁ ଦେଖି ଆଖିବୁଜା ଗୁଳି ଫୁଟାଇଲେ ଆତଙ୍କୀ

ଶ୍ରୀନଗର:ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି ପାଇଛି…