କନ୍ୟାଶ୍ରମରେ ବ୍ୟାପୁଛି ଜ୍ୱର; ୫ ଛାତ୍ରୀ ଆଇସିୟୁରେ ଭର୍ତ୍ତି
ବାଲେଶ୍ୱର:ବାଲେଶ୍ୱରରେ ବ୍ୟାପିଛି ଜ୍ୱର । ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଏହି ଜ୍ୱରରେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ୫ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ସଦର…