ଜାଣନ୍ତୁ, ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଜଉ କଳା ସମ୍ପର୍କରେ
ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଓଡିଶା। ଏହାର ଇତିହାସ ଯେତିକି ପୁରୁଣା ସେତିକି ଆଦୃତ ଓ ଖ୍ୟାତି ସମ୍ପନ୍ନ ଏହାର ଲୋକକଳା। ଓଡ଼ିଶାର କଳା ମଧ୍ୟରେ ଜଉ କଳା ଅନ୍ୟତମ।
ଜଉ କଳା ଲାଖ ଜଉକୁ ବ୍ୟବହାର କରି ତିଆରି କରାଯାଉଥିବା ନାନାଦି କଳାକୃତିକୁ ବୁଝାଇଥାଏ । ଓଡ଼ିଶାର ବାଲେଶ୍ଵରଠାରେ ପୁରାତନ…