Latest Odisha News

BREAKING NEWS

Browsing Tag

jayshree das

 ଜୟଶ୍ରୀ ଦାସଙ୍କ ଉପନ୍ୟାସ ପେଟ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ଜୟଶ୍ରୀ ଦାସଙ୍କ ଉପନ୍ୟାସ ପେଟ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସବୁଜ ଭାରତ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣ ଭବନଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ତମ୍ବକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଏବଂ କବି ନିତ୍ୟରଞ୍ଜନ ନନ୍ଦ ସମ୍ମାନିତ…