ପାଟଣାରେ ପ୍ରଚାର ବେଳେ ଜେଡିଆରପି ନେତାଙ୍କୁ ଗୁଳି କରି ହତ୍ୟା
ପାଟଣା: ବିହାରରେ ନିର୍ବାଚନୀ ହିଂସା । ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସିଓହର ଜିଲ୍ଲାର ହାଥସରରେ ଘଟିଛି ଏହି ଘଟଣା ।
ମିିଳିଥିବା ସୂଚନା ଅନୁଯୟୀ, ନାରାୟଣ ନିର୍ବାଚନ ପ୍ରଚାର…