Latest Odisha News

BREAKING NEWS

Browsing Tag

job fair

ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା ଆୟୋଜନ କରୁଛି ଏନ ସି ଏସି ଡି ଏ

ଭୁବନେଶ୍ୱର: ନେଶନାଲ କ୍ୟାରିଅର ସର୍ଭିସ ସେଣ୍ଟର ଫର ଡିଫରଏଣ୍ଟଲି ଏବଲଡ୍( ଏନ ସି ଏସି ଡି ଏ ) ପକ୍ଷରୁ ଆସନ୍ତା ଶୁକ୍ରବାର ଦିବ୍ୟାଙ୍ଗଙ୍କ ପାଇଁ ଏକ ନିଯୁକ୍ତି ମେଳା ଆୟୋଜନର କରୁଛି । ଶୃତି ହୀନ ବ୍ୟକ୍ତିଙ୍କ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଉଛି ବୋଲି ପିଆବି(ପ୍ରେସ ଇନଫରମେସନ…

[ଭିଡ଼ିଓ]ମାଲକାନଗିରି ଦୁର୍ଗମ ଇଲାକାରେ ଦୂର ହେବ ବେକାରୀ ସମସ୍ୟା

ମାଲକାନଗିରି: ଆଗକୁ ବଢିବେ ଦୁର୍ଗମ ଇଲାକା ପିଲା । କେହି ରହିବେନି ବେକାରୀ। ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ଚାକିରୀ। ଏନେଇ ମାଲକାନଗିରି ଜିଲ୍ଲା ପଲିଟେକନିକ କଲେଜରେ ଆୟୋଜିତ ହୋଇଛି କ୍ଷୁଦ୍ର ନିଯୁକ୍ତି ମେଳା । ଯେଉଁଥିରେ ପ୍ରଥମ ଦିନରେ ଜିଲ୍ଲାର ୮୩୭ ଜଣ ଯୁବକ ଯୁବତି ନିଜର ନାମ…

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ଜିଲ୍ଳାପାଳ

ନବରଙ୍ଗପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲାର ୧୦ଟି ବ୍ଲକ ସମେତ ୨ଟି ପୌରପାଳିକାର ନିଯୁକ୍ତି ଆଶାୟୀ ଯୁବବର୍ଗ ଯୋଗ ଦେଇଥିଲେ । ୫୦୦ରୁ ଉର୍ଦ୍ଧ୍ବ ବେକାର…