ମିଶନ ହ୍ୱାଇଟ୍ ହାଉସ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ଭୋଟ୍
ଓ୍ୱାଶିଂଟନ୍: କିଏ ହେବେ ଆମେରିକାର ୪୬ତମ ରାଷ୍ଟ୍ରପତି ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? କାହା ଦଖଲକୁ ଯିବ ହ୍ଵାଇଟ୍ ହାଉସ୍ ? ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବଚନ ଅନୁଷ୍ଠିତ ହେଉଛି । ଏହାର ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି ।
୫୦…