ଜନସନ ଆଣ୍ଡ ଜନସନ ଟିକାକୁ ମିଳିଲା ଭାରତର ମଞ୍ଜୁରୀ
ନୂଆଦିଲ୍ଲୀ: ଆମେରିକାର ଔଷଧ ନିର୍ମାତା ଜନସନ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ କୋଭିଡ-୧୯ ଟିକାକୁ ଭାରତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର କହିଛନ୍ତି।
ମାନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍ ଜରିଆରେ କହିଛନ୍ତି, "ଜନସନ…