ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ
ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ, ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ…