Latest Odisha News

BREAKING NEWS

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ,  ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ ବିଭାଗ ।

ସମନ୍ୱୟ ରକ୍ଷା କରି କିଭଳି ସମୁଦ୍ରପଥରେ ବାହ୍ୟ ଶତ୍ରୁକୁ ମୁକାବିଲା କରାଯିବ ସେନେଇ ସମରାଭ୍ୟାସ କରାଯାଉଛି । । ଚଳିତବର୍ଷ ଏହି ସମରାଭ୍ୟାସ ପାଇଁ ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଗଠନ କରାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି ।

 

Leave A Reply

Your email address will not be published.