5G ନେଟୱାର୍କ ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରଜ କଲେ ଏଚ୍ସି; ଦେବେ ୨୦ ଲକ୍ଷ ଫାଇନ
ନୂଆଦିଲ୍ଲୀ: 5G ନେଟୱାର୍କ ବିରୋଧରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଦିଲ୍ଲୀ ଏଚସି ଆଜି ଖାରଜ କରିଦେଇଥିବା ସୂଚନା ମିଳିଛି। ଏହାସହିତ ଆବେଦନକାରୀଙ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି କୋର୍ଟ।
ଭାରତରେ 5G ଟେଲିକମ୍ ଟେକ୍ନୋଲୋଜିର 'ପରୀକ୍ଷିତ' ପ୍ରୟୋଗ ବିରୋଧରେ…