ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ
ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ସୀମା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଜୁଲାଇ ୨୬ରେ ଦୀର୍ଘଦିନ ଧରି ଲାଗି ରହିଥିବା ସୀମା ବିବାଦ ହିଂସାର ରୂପ ଧାରଣ କରିଥିଲା। ଉକ୍ତ ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମାଙ୍କ ନାଁରେ ମିଜୋରାମ ପୋଲିସ ଏଫ୍ଆଇଆର୍ ଦାଖଲ…