Latest Odisha News

BREAKING NEWS

Browsing Tag

Jyotiprakash Mohapatra

ସ୍କୁଲ ବନ୍ଦ ଏକ ଭୀଷଣ ଷଡ଼ଯନ୍ତ୍ର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟ ସରକାର ପୁଣି ଥରେ ସ୍କୁଲ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଫାଇଲ୍‍ କାମ ଆରମ୍ଭ ହୋଇଛି । ରାଜ୍ୟରେ ୧୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟ ବନ୍ଦ…

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ…

ଗୁମୁଡ଼ୁମୁହା ଗୋଟେ ଗପ ବୋଧେ !

ଏମିତି ଘଟଣା କଳିଙ୍ଗନଗରରେ ଘଟିଥିଲା । ସେଠି ଅବଶ୍ୟ ପ୍ରସଙ୍ଗ ଥିଲା ଅଲଗା । ଆଉ ଏଠି ଗୁମୁଡ଼ାମୁହାରେ କିଛି ପ୍ରସଙ୍ଗ ହିଁ ନଥିଲା । ନିରୀହ ଆଦିବାସୀ ନିଜ ଗାଁକୁ ଫେରୁଥିଲେ ଅଟୋରେ । ସଶସ୍ତ୍ର ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା । ଏକାଥରେ ପାଞ୍ଚ ଜଣ ମରିଗଲେ । ପରେ ପୁଲିସ ବାହାଦୂରୀ…

କାହାଣୀର ନାଁ ଭୋକର ଭୂଗୋଳ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ... ଦୁଇ ଦିନ ତଳର ଘଟଣା । ଅପ୍ରେଲ ୧୩ ତାରିଖର । ସାଇକେଲରେ କ୍ଷୀର ନେଇ ଯାଉଥିବା ମଣିଷଟିର ସାଇକେଲ କୌଣସି କାରଣରୁ ଓଲଟି ପଡ଼ିଲା । ତାହା ଆଗ୍ରା ସହରର ରାମବାଗ ଚୌରାହର ଘଟଣା । ସବୁତକ କ୍ଷୀର ଢାଳି ହୋଇଗଲା । ଆପଣ ଭାବି…