Latest Odisha News

BREAKING NEWS

Browsing Tag

kabita nirantara

କବିତା ନିରଂତର : ବିକ୍ଷିପ୍ତ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମହାସାଗରରୁ ନୀଳିମାଂଶ ନେଇ ହୋଇଥାଏ ଯାହା ଅଂକା ମରୁଭୂମିବାସୀ ତାହାକୁ ଦେଖି କହଂତି ମରୀଚିକା * ସ୍ମୃତି-ସିଂଦୁକକୁ ଦରାଂଡି, ଉଂଡି ଶବ୍ଦ ଦିଏ ଯଦି ଧରା ଅଚିହ୍ନା ହେଲେ ବି ପାଠକେ କହଂତି ' ଏ ସବୁ ଶବ୍ଦ-ହୀରା '…

କବିତା ନିରଂତର : ଆରଂଭ, ଶେଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ନିଜଠୁଁ ଆରଂଭ ନିଜଠାରେ ଶେଷ ଜୀବନ ଜିଇଁଲେ ମିଳଇ ସଂତୋଷ ଯେଉଁଥିରେ ନାହିଁ ନିଜର ଆୟତ୍ତ ସେଥିପାଇଁ ହେବାନାହିଁ ବିଚଳିତ ମରିବା ପର୍ଯଂତ ଆତ୍ମସଂଶୋଧନ ପ୍ରକ୍ରିୟାର ନାମ ମଣିଷ ଜୀବନ ସ୍ବ ଅନୁଭୂତିରୁ ପାଇ ଜ୍ଞାନ…

କବିତା ନିରଂତର : ସାରା ସଂସାରର ଦାୟିତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଜନସଂପର୍କ ଓ ଜ୍ଞାନସଂପର୍କ ଯାହା ବି ଯିଏ କରେ ସେହି ଅନୁସାରେ ଜିଇଁଲେ ସୁଦ୍ଧା ନିଶ୍ଚୟ ଥରେ ମରେ ସ୍ମୃତିଆଶ୍ରୟୀ ଓ ସ୍ଥିତିଆଶ୍ରୟୀ ଯାହା ବି ହୁଏ ଯିଏ ଆତ୍ମଲୀନ ହୋଇ ଆପଣା ରୁଚିରେ ଦୁଃଖ କିଂବା ସୁଖ ପାଏ…

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଠିକ୍‌ କାମ କଲେ ବଢ଼େ ବିଶ୍ୱାସ ଭୁଲ୍‌ କଲେ ଅନୁଭୂତି ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି ହୁଏନାହିଁ କିଛି କ୍ଷତି କିଛି ନ କରି ପଡ଼ି ରହିଥିଲେ ମାଡ଼ିବସେ ଦୁର୍ଗତି ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ କାମ କରୁଥାଉଁ…

କବିତା : କବିର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଯାହା ଦେଖିଲା, ତାହା ଲେଖିଲା ଯାହା ଶୁଣିଲା, ତାହା ବୁଣିଲା ଯାହା ଭାବିଲା, ତାହା ରାବିଲା ଯାହା ଜାଣିଲା, ତାହା ଗଣିଲା କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ…

କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'କବିତା ନିରଂତର' ତତ୍କାଳ ସ୍ବୀକୃତି, ଲୋକପ୍ରିୟତାର ପାଲରେ ଗଲେ ପଡ଼ି ଲୋକରୁଚି ଚିହ୍ନି ଲେଖକେ ଲେଖଂତି ସତ୍ୟ ଯାଏ ବାଟ ହୁଡ଼ି ପ୍ରକାଶକ ଠାରୁ ବିକ୍ରି ଅନୁସାରେ ମିଳିଲେ ଟଂକା ବିଡ଼ା ଅନେକ ଲେଖକ ବିନା ଦ୍ବିଧାରେ ଲେଖନୀ ଲଗାଂତି…